17.1 C
Bhubaneswar
Tuesday, February 3, 2026
Homeଓଡିଶାଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂ

ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂ

ଭୁବନେଶ୍ୱର: ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂ । ଅନୁଗର୍ଗଙ୍କ ସ୍ଥାନରେ ଦାୟିତ୍ୱ ନେଲେ ଦେଓରଞ୍ଜନ ।ବିଧିବଦ୍ଧ ଭାବେ ଦାୟିତ୍ୱ ନେବା ପରେ ଦେଓରଞ୍ଜନ ସିଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିକଶିତ ଓଡିଶା ଗଠନ ଦିଗରେ କାମ କରିବି । ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ହୋଇଥିଲା ଅଦଳବଦଳ । ସେ ପୂର୍ବରୁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ । ଏସଆରସି ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ଦେଓରଞ୍ଜନ ସିଂ । ତା ସହିତ ବିଭିନ୍ନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଦେଓରଞ୍ଜନ ସିଂ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking