କଟକ : ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଓପିଏସସି ସଚିବ । ବ୍ୟକ୍ତିଗତ ଭାବେ ହାଜର ହୋଇ ସଂଶୋଧିତ ମେଧା ତାଲିକା ଦେଲେ । କାଲି ସୁଦ୍ଧା ଓପିଏସସି ସାଇଟରେ ପ୍ରଦର୍ଶନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୂର୍ୱ ତାଲିକାରେ କାହାକୁ ନିଯୁକ୍ତି ଦିଆଯାଇଛି ସେନେଇ ତଥ୍ୟ ଲୋଡିଲେ । ନିଯୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ । ଆସନ୍ତା ଗୁରୁବାର ଏନେି ପରବର୍ତ୍ତୀ ଶୁଣାଣି ରହିଛି ।