ଭୁବନେଶ୍ୱର :ରାଜ୍ୟରେ ହାଲୁକା ବର୍ଷା ସହ ଘନ କୁହୁଡି ଆଲର୍ଟ । ୨୪ ଘଣ୍ଟା ରେ ଘନ କୁହୁଡି ନେଇ ରାଜ୍ୟର ତିନି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାଗୁଡିକ ହେଉଛି, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ଘନ କୁହୁଡି ଆଶଙ୍କା । ୮ ତାରିଖ ଯାଏଁ ୪ ଜିଲ୍ଲାକୁ ଘନ କୁହୁଡି ନେଇ ଚେତାବନୀ ।