19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଘନ କୁହୁଡି: ୨୨୮ ବିମାନ ବାତିଲ

ଘନ କୁହୁଡି: ୨୨୮ ବିମାନ ବାତିଲ

ନୂଆଦିଲ୍ଲୀ: ଦିଲ୍ଲୀ- ଏନସିଆରରେ ଘନ କୁହୁଡି ଯୋଗୁଁ ୨୨୮ ବିମାନ ବାତିଲ ହୋଇଛି । କମ ଦୃଶ୍ୟମାନ ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ୨୨୮ ବିମାନ ବାତିଲ ହୋଇଛି । ବିମାନବନ୍ଦରରୁ ଛାଡିବାକୁ ଥିବା ୧୩୧ ବିମାନ ଓ ପହଞ୍ଚିବାକୁ ଥିବା ୯୭ ବିମାନ ବାତିଲ ହୋଇଛି । ଆଉ ୫ ବିମାନର ଗତିପଥରେ ପରିବର୍ତ୍ତନ ହୋଇଛି । ୮୦୦ରୁ ଅଧିକ ବିମାନ ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି । ଫସି ରହିଥିବା ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି । ଯାତ୍ରୀଙ୍କ ପାଇଁ ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ବିମାନବନ୍ଦରକୁ ଆସିବା ପୂର୍ବରୁ ଫ୍ଲାଇଟ ଷ୍ଟାଟସ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking