15.1 C
Bhubaneswar
Saturday, December 6, 2025
Homeଓଡିଶାସାଲିଆ ସାହିରେ ତୃତୀୟ ଦିନରେ ଉଚ୍ଛେଦ ପ୍ରକ୍ରିୟା ଜାରି

ସାଲିଆ ସାହିରେ ତୃତୀୟ ଦିନରେ ଉଚ୍ଛେଦ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ରାସ୍ତା ପ୍ରଶସ୍ତିକରଣ ପାଇଁ ସାଲିଆ ସାହିରୁ ଉଚ୍ଛେଦ ପ୍ରକ୍ରିୟା  ତିନି ଦିନ ଧରି ଚାଲିଛି । ବର୍ଷ ବର୍ଷ ଧରି ସାଲିଆ ସାହିରେ  ରହୁଥିବା ଲୋକ କିନ୍ତୁ ଏହାକୁ ବିରୋଧ କରୁଛନ୍ତି । ହେଲେ ବି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଚାଲିଛି ।  ୫୫୦ରୁ ଅଧିକ ଘର ଭଙ୍ଗାଯିବ । ବିଏମସି ଡେପୁଟି କମିଶନରଙ୍କ କହିବା ଅନୁସାରେ, ଘର ଉଚ୍ଛେଦ ବେଳେ ପ୍ରଥମ ଦିନରେ ବିବାଦ ଦେଖାଦେଉଥିଲା ।  ଲୋକମାନେ ରାଜି ହେଉନଥିଲେ । ଆଜିର ତୃତୀୟ ଦିନରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଅରାଜି ହେଉଛନ୍ତି ଲୋକେ ।  କିନ୍ତୁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ନୂଆ ଘରକୁ ସ୍ଥାନାନ୍ତର କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking