13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଅନୁପ୍ରବେଶ ରୋକିବାକୁ ଡେମୋଗ୍ରାଫି ମିଶନ: ମୋଦି

ଅନୁପ୍ରବେଶ ରୋକିବାକୁ ଡେମୋଗ୍ରାଫି ମିଶନ: ମୋଦି

ନୂଆଦିଲ୍ଲୀ: ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କଲେ ନରେନ୍ଦ୍ର ମୋଦୀ ।  ଷଡଯନ୍ତ୍ର କରି ଦେଶର ଡେମୋଗ୍ରାଫି ବଦଳା ଯାଉଛି । ଅନୁପ୍ରବେଶ କାରୀJ ଦେଶର ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଛନ୍ତି । ନିରୀହ ଆଦିବାସୀଙ୍କୁ ଭ୍ରମିତ କରି ସେମାନଙ୍କ ଜମିକୁ କବଜା କରୁଛନ୍ତି । ଏହାକୁ ଆଦୌ ବରଦାସ୍ତ କରାଯିବନି । ଦେଶ ଏହା ସହ୍ୟ କରିବନି ।  ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳିଲେ , ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସଙ୍କଟ ହେବ । ଦେଶର ଏକତା, ଅଖଣ୍ଡତା ପାଇଁ ଏହା ସମସ୍ୟା ସୃଷ୍ଟି କରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking