ଭୁବନେଶ୍ୱର: ବିଧାୟକଙ୍କୁ ନିଲମ୍ବନ ନେଇ କଂଗ୍ରେସ ପ୍ରେସମିଟ କରିଛି । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ଭତ୍ସନା କରିଛନ୍ତି । କହିଛନ୍ତି , ଏକଛତ୍ରବାଦ ଶାସନ ଚାଲିଛି । ଲୋକେ ଜବାବ ଦେବେ । ଗଣତନ୍ତ୍ରର ହତ୍ୟା କରାଯାଇଛି । ବିଜେପି ଇତିହାସ ସୃଷ୍ଟି କରିଛି । ମହିଳା ନିର୍ଯାତନା ନେଇ ଆଲୋଚନା ହେଉନି । ଗୃହ କମିଟି ଗଠନ ଆମର ଦାବି ଥିଲା । ଲୋକେ ନିଶ୍ଚିତ ଜବାବ ଦେବେ ।