ଭୁବନେଶ୍ୱର: ଜଳଖିଆରେ ‘ପାଳୁଅ ଲଡୁ’କୁ ସାମିଲ କରିବା ପାଇଁ ନିବେଦନ । ସରକାରୀ ବୈଠକରେ ବଣ୍ଟନ ଜଳଖିଆରେ ସାମିଲ କର । ସମସ୍ତ ଅଧିକାରୀଙ୍କୁ ଭଦ୍ରକ ଜିଲ୍ଲାପ୍ରଶାସର ନିବେଦନ । ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ । ‘ପାଳୁଅ ଲଡୁ’ର ଜିଆଇ ମାନ୍ୟତା ପାଇଁ ପ୍ରଶାସନର ଉଦ୍ୟମ ।