26.1 C
Bhubaneswar
Tuesday, March 10, 2026
Homeଓଡିଶାଶୂନ୍ୟକାଳରେ ରାଜ୍ୟରେ ପେଶା ଆଇନ ଲାଗୁ ଦାବି

ଶୂନ୍ୟକାଳରେ ରାଜ୍ୟରେ ପେଶା ଆଇନ ଲାଗୁ ଦାବି

ଭୁବନେଶ୍ୱର: ଶୂନ୍ୟକାଳରେ ରାଜ୍ୟରେ ପେଶା ଆଇନ ଲାଗୁ ପାଇଁ ଜୋର ଧରିଲା ଦାବି । ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ପେଶା ଆଇନ ସରକାର କେବେ ଲାଗୁ କରିବେ ବୋଲି ପ୍ରଶ୍ନ କଲେ । ବିଧାୟକ ସିଏସ ରାଜନ ମଧ୍ୟ ପେଶା ଆଇନ ଲାଗୁ ପାଇଁ ଦାବି କଲେ । ଗୃହ କମିଟି ଗଠମନ କରି ଖଣି ଉତ୍ତୋଳନର ଅନୁଧ୍ୟାନ କରାଯାଉ । ଅନ୍ୟପଟେ ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗ ମଧ୍ୟ ଉଠିଛି । ପ୍ରମିଳା ମଲ୍ଲିକ, ରାମଚନ୍ଦ୍ର କାଡାମ ସମାନ ପ୍ରସଙ୍ଗ ଉଟାଇ ଉତ୍ତର ମାଗିଛନ୍ତି । ପ୍ରମିଳା ମଲ୍ଲିକ କହିଛନ୍ତି, ଟୋକନ ଦିଆଯାଇଥିବା ଚାଷୀମାନଙ୍କ ଠାରୁ ଧାନ କିଣାଗଲା ନାହିଁ । ଚାଷୀ ସମସ୍ୟାର ସମାଧାନ ନକରି ମୃତ୍ୟ ପରେ ତଦନ୍ତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ରାଜନଗର ଚାଷୀ ମୃତ୍ୟୁର ତଦନ୍ତ ରିପୋର୍ଟ ମାଗିଲେ ପ୍ରମିଳା ମଲ୍ଲିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking