21.1 C
Bhubaneswar
Saturday, February 7, 2026
Homeଓଡିଶାନୂଆ ଜିଲ୍ଲା ଗଠନ ଦାବି ଆସିଛି : ମନ୍ତ୍ରୀ  

ନୂଆ ଜିଲ୍ଲା ଗଠନ ଦାବି ଆସିଛି : ମନ୍ତ୍ରୀ  

ଭୁବନେଶ୍ୱର : ନୂଆ ଜିଲ୍ଲା ଗଠନ ନେଇ ସରକାର ସଂକେତ ଦେଇଛନ୍ତି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନୂଆ ଜିଲ୍ଲା ଓ ନୂଆ ସବଡିଭିଜନ ଗଠନ ଦାବି ହୋଇ ଆସୁଛି । ଦାବିଗୁଡିକ ରାଜସ୍ୱ ବିଭାଗର ହସ୍ତଗତ ହୋଇଛି । ଦାବି ଉପରେ ପଦକ୍ଷେପ ଗ୍ରହଣ କରିବେ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking