ଭୁବନେଶ୍ୱର: ୧୬୩୧ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ପୂର୍ୱାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାବି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ । ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେବାକୁ ରଖିଲେ ଦାବି । ଉତ୍ତମ ଇଣ୍ଟରନେଟ ପାଇଁ ପଦକ୍ଷେପ ନେବାକୁ ଜଣାଇଲେ ।