25.1 C
Bhubaneswar
Saturday, December 6, 2025
Homeଓଡିଶାଦିଲ୍ଲୀ ଯୁବତୀକୁ ଅସଦାଚରଣ ଘଟଣା:  ବିଷ ଖାଇଲେ ଅଭିଯୁକ୍ତ

ଦିଲ୍ଲୀ ଯୁବତୀକୁ ଅସଦାଚରଣ ଘଟଣା:  ବିଷ ଖାଇଲେ ଅଭିଯୁକ୍ତ

ଯାଜପୁର: ଦଶରଥପୁର ଥାନା  ଅଞ୍ଚଳରେ ଜଣେ ଦିଲ୍ଲୀ ଯୁବତୀଙ୍କୁ  ଅସଦାଚରଣ ଘଟଣାରେ   ଦଶରଥପୁର  ଥାନା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ   ମଙ୍ଗଳପୁର ଆଇଆଇସି  ଜଗଦୀଶ କରଙ୍କ ନେତୃତ୍ୱରେ   ଅଭିଯୁକ୍ତଙ୍କ ଘରେ  ବିଳମ୍ବିତ ରାତିରେ  ଚଢାଉ କରାଯାଇଥିଲା ।  ଏହାପରେ ଅଭିଯୁକ୍ତ ଅନୀଲ ଜେନା  ଭୟଭୀତ ହୋଇ କନିଆର ଫଳ ଖାଇଦେଇଥିଲେ ।  ତେବେ ପୁଲିସ ଅନିଲକୁ  ଗିରଫ କରିବା ପରେ  ଯାଜପୁର  ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସିତ  ହେଉଥିବା ସୂଚନା ମିଳିଛି । ଅନ୍ୟ ଜଣେ ଅଭିଯୁକ୍ତ  ନୀତେଶ ଜେନା ଏବେ ବି ଫେରାର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking