14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା: କୋଭିଡ ଡ୍ୟୁଟିରେ ଥାଇ ସହିଦ କର୍ମଚାରୀଙ୍କ ପରିବାରକୁ ମିଳିବ ୧...

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା: କୋଭିଡ ଡ୍ୟୁଟିରେ ଥାଇ ସହିଦ କର୍ମଚାରୀଙ୍କ ପରିବାରକୁ ମିଳିବ ୧ କୋଟିର ସହାୟତା

ନୂଆଦିଲ୍ଲୀ: ଦିଲ୍ଲୀର ରେଖା ଗୁପ୍ତା ସରକାର ବଡ଼ ଘୋଷଣା କରିଛନ୍ତି । କୋଭିଡ୍ ସମୟରେ ଡ୍ୟୁଟିରେ ଥାଇ ସହିଦ ହୋଇଥିବା କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ସେପଟେ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ଏକ ନିଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ୍ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀଙ୍କ ପତ୍ନୀଙ୍କୁ କୋଭିଡ-୧୯ ଯୋଦ୍ଧା କଲ୍ୟାଣ ଯୋଜନାରେ ସାମିଲ କରି ସେମାନଙ୍କୁ ୯୦ ଦିନ ଭିତରେ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking