21.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆଜି ଦିଲ୍ଲୀ ନିର୍ବାଚନ ତାରିଖ  ଘୋଷଣା

ଆଜି ଦିଲ୍ଲୀ ନିର୍ବାଚନ ତାରିଖ  ଘୋଷଣା

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଦିନ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ ହେବ । ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଦିଲ୍ଲୀରେ ଗୋଟିଏ ପଯ୍ୟାୟରେ  ହୋଇପାରେ ନିର୍ବାଚନ ।  ଫେବୃଆରୀ ୨୩ରେ ସରୁଛି  ଦିଲ୍ଲୀ ବିଧାନସଭା କାଯ୍ୟକାଳ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ହେବ ତାରିଖ ଘୋଷଣା । ଦିଲ୍ଲୀରେ ଗୋଟିଏ  ପଯ୍ୟାୟରେ ନିର୍ବାଚନ  ହୋଇ ଆସିଛି । ଏଥର କେତୋଟି ପଯ୍ୟାୟରେ  ଭୋଟ ହେବ ତାହା ଉପରେ ନଜର ରହିଛି । ଏଥର ଦିଲ୍ଲୀ ଆପ – ବିଜେପି – କଂଗ୍ରେସ  ଭିତରେ ତ୍ରିମୁଖୀ  ଲଢେଇ ହେବ । ଦିଲ୍ଲୀ ଭୋଟରଙ୍କ ସଂଖ୍ୟା ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୮୩  ଲକ୍ଷ  ୪୯ ହଜାରରୁ  ଅଧିକ । ସେହିପରି ମହିଳା ଭୋଟରଙ୍କ ସଂଖ୍ୟା  ୭୧ ଲକ୍ଷ ୭୩ ହଜାରରୁ ଅଧିକ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking