29.1 C
Bhubaneswar
Saturday, July 5, 2025
Homeଓଡିଶାରଥଟଣା  ବିଳମ୍ବ: ନବୀନଙ୍କ ଉଦବେଗ

ରଥଟଣା  ବିଳମ୍ବ: ନବୀନଙ୍କ ଉଦବେଗ

ଭୁବନେଶ୍ୱର: ରଥଟଣା ବିଳମ୍ବକୁ ନେଇ ନବୀନ ପଟ୍ଟନାୟକ ଉଦବେଗ ପ୍ରକାସ କରିଛନ୍ତି । ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।  ବିଳମ୍ବ  ପାଇଁ  କାହା ଉପରକୁ ଅଙ୍ଗୁଳି ଉଠାଉନୁ । ପ୍ରଶାସନକୁ ଦୋଷ ଦେବାକୁ ଚାହୁଁନାହୁଁ ।  ପବିତ୍ର ଉତ୍ସବରେ ଯାହା ଘଟିଲା ତାହା ଦୁଃଖ ଦାୟକ ।  କାଲି ସନ୍ଧ୍ୟା ୭ଟା ୪୫ ପଯ୍ୟନ୍ତ ସିଂହଦ୍ୱାରରେ ରଥ ଠିଆ ହୋଇଥିଲା ।  ଦିନ ଶେଶ ହେବା ପୂର୍ୱରୁ କିଛି ମିଟର ଆଗକୁ ବଢିଥିଲା ।  ରଥ ନଗଡିବାରୁ ଲକ୍ଷ ଲକ୍ଷ ଭକ୍ତ ହତାଶ ହୋଇଛନ୍ତି ।  ଭିଡ ନିୟନ୍ତ୍ରଣ ନହେବାରୁ ଶହଶହ ଭକ୍ତ ଆହତ ହେଲେ । ଗତବର୍ଷ ପହଣ୍ଡି ବେଳେ ବଡ ଠାକୁର ଖସିପଡିଥିଲେ । ଏଘଟଣା ଭୁଲିବା କଷ୍ଟକର, ଯାହା ମର୍ମାହତ  କରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking