30.1 C
Bhubaneswar
Tuesday, June 3, 2025
Homeଓଡିଶାରାଜା ଚକ୍ରଙ୍କ ଓକିଲ ନାଁରେ ମାନହାନି ମକଦ୍ଦମା

ରାଜା ଚକ୍ରଙ୍କ ଓକିଲ ନାଁରେ ମାନହାନି ମକଦ୍ଦମା

ବାଲେଶ୍ୱର: ରାଜା ଚକ୍ରଙ୍କ  ଓକିଲ ନାଁରେ  ମାନହାନି ମକଦ୍ଦମା । ମକଦ୍ଦମା ଦାଏର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜା ଚକ୍ରଙ୍କ ଓକିଲ ସିତାଂଶୁ ଦ୍ୱିବେଦୀଙ୍କ ନାଁରେ ମକଦ୍ଦମା ରହିଛି ।  ବାଲେଶ୍ୱର ଏସଡିଜିଏମଙ୍କ କୋର୍ଟରେ ମାମଲା ଦାଏର ହୋଇଛି । ଅନ୍ୟପଟେ ମାନହାନି ମକଦ୍ଦମା ପରେ ମନମୋହନ  ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସିତାଂଶୁଙ୍କ ଅଭିଯୋଗ ଭିତ୍ତିହୀନ, ମନଗଢା କାହାଣୀ । ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କୁହାଯାଇଛି । ଅଭିଯୋଗର କୌଣସି ଭିତ୍ତି ନାହିଁ କି  ସତ୍ୟତା ନାହିଁ । ମତେ ଓ ପାର୍ଟିକୁ ନିନ୍ଦିତ କରିବା ପାଇଁ ଚେଷ୍ଟା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking