27.1 C
Bhubaneswar
Friday, September 27, 2024
Homeଓଡିଶାକୋର୍ଟରେ ଦୀନକୃଷ୍ଣ ମିଶ୍ର ହାଜର

କୋର୍ଟରେ ଦୀନକୃଷ୍ଣ ମିଶ୍ର ହାଜର

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବାତ ଆଇଆଇସି । ଭରତପୁର ଥାନାର ନିଲମ୍ବାତ ଆଇଆଇସି ଦୀନକୃଷ୍ଣ ମିଶ୍ର ହାଜର । ଦୀନକୃଷ୍ଣଙ୍କ ପଲିଗ୍ରାଫି ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା ।  କ୍ରାଇମବ୍ରାଞ୍ଚ ର ଆବେଦନ ପରେ ଏସଡିଜେଏମ କୋର୍ଟରେ ହାଜର ହେଲେ । କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ପାଇଁ ସହମତି ଦେଲେ ଦୀନକୃଷ୍ଣ । ମିଛ କହୁନି, ସବୁ ପ୍ରକାର ପରୀକ୍ଷା ପାଇଁ ରାଜି ଥିବା ସେ କୋର୍ଟଙ୍କୁ ଜଣାଇଛନ୍ତି  ା  ବ୍ରେନ୍ ମ୍ୟାପିଂ, ନାର୍କୋ ଓ ପଲିଗ୍ରାଫି ଟେଷ୍ଟ ପାଇଁ ରାଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking