26.1 C
Bhubaneswar
Saturday, April 12, 2025
Homeଓଡିଶାବାହ୍ୟଶକ୍ତି ଦ୍ୱାରା ନିଷ୍ପତ୍ତି ହେଉଛି: ପ୍ରସନ୍ନ

ବାହ୍ୟଶକ୍ତି ଦ୍ୱାରା ନିଷ୍ପତ୍ତି ହେଉଛି: ପ୍ରସନ୍ନ

ଭୁବନେଶ୍ୱର: ୱାକଫ ବିଲ୍ ବିବାଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା । ସସ୍ମିତ ବାବୁଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ । ବିଦେଶ ଗସ୍ତରୁ ଫେରି ସେ ସ୍ପଷ୍ଟ କଲେ ଜଣାପଡିବ । ନିଷ୍ପତ୍ତି ପରିବର୍ତ୍ତନ କିଏ କଲା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ନେତୃମଣ୍ଡଳୀଙ୍କ ସନ୍ଦେହ, ଅନ୍ତରାଳରେ ରହି କିଏ ଦଳ କାର୍ଯ୍ୟ କରୁଛି । କୌଣସି ବାହ୍ୟଶକ୍ତି ଦ୍ୱାରା ନିଷ୍ପତ୍ତି ହେଲେ ଦଳ ଅସୁବିଧା ଭୋଗୁଛି । ବାହ୍ୟଶକ୍ତି ଦ୍ୱାରା ନିଷ୍ପତ୍ତି ହେଉଥବା କିଛି ନେତାଙ୍କ ସନ୍ଦେହ ହେଉଛି । ସେ ଧାରଣା ଦୂର କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking