31.1 C
Bhubaneswar
Tuesday, April 15, 2025
Homeଓଡିଶାଠିକ ସମୟରେ  ନିଷ୍ପତ୍ତି ନିଆଯିବ: ଅରୁଣ

ଠିକ ସମୟରେ  ନିଷ୍ପତ୍ତି ନିଆଯିବ: ଅରୁଣ

ଭୁବନେଶ୍ୱର:  ଠିକ ସମୟରେ  ନିଷ୍ପତ୍ତି ନିଆଯିବ କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କହିଛନ୍ତି , ଯିଏ ଯାହା କହୁଛନ୍ତି , ସିଧାସଳଖ କୁହନ୍ତୁ । ବାହ୍ୟଶକ୍ତି କିଏ, ଭିତର ଶକ୍ତି କିଏ ସ୍ପଷ୍ଟକରି କୁହନ୍ତୁ । ସବୁ କଥାର ଅନ୍ତ ଅଛି , ବିଜେଡି ଆଗକୁ ବଢିବ । ବିଜେଡି ମହାସମୁଦ୍ର , ସୁପ୍ରିମୋଙ୍କ ନିକଟକୁ ସମସ୍ତେ ଆସିବେ । ଠିକଣା ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking