34.1 C
Bhubaneswar
Friday, March 20, 2026
Homeଓଡିଶାଡିସେମ୍ବର ୧ରୁ  ବସ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ 

ଡିସେମ୍ବର ୧ରୁ  ବସ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ 

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ  ବସ ବନ୍ଦ  ବନ୍ଦ  ଡାକରା  ନିଷ୍ପତ୍ତି  ପ୍ରତ୍ୟାହୃତ  କରିଛନ୍ତି । ପରିବହନ  ବିଭାଗ ସହ  ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛନ୍ତି । ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ କରିଛନ୍ତି । ନିଷ୍ପତ୍ତି ନେଇ ଅଧିକ   ତର୍ଜମା ଓ ପରୀକ୍ଷଣ ସାପେକ୍ଷ ପ୍ରସ୍ତାବ ସହମତି ରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking