18.1 C
Bhubaneswar
Monday, December 22, 2025
Homeଓଡିଶାଚାପ ପଡିବାରୁ ନିଷ୍ପତ୍ତି: ବିଜେଡି

ଚାପ ପଡିବାରୁ ନିଷ୍ପତ୍ତି: ବିଜେଡି

ଭୁବନେଶ୍ୱର: ଜାତିଭିତ୍ତିକ ଜନଗଣନାକୁ ନେଇ  ବିଜେଡି  ପ୍ରେସମିଟ କରିଛି ।  କହିଛି , ବିଜେଡି ପୂର୍ବରୁ ଏନେଇ ଦାବି ଉଠାଇଥିଲା । ବାରମ୍ବାର ବିଜେଡି ସଂସଦରେ ଦାବି ଉଠାଇ ସାରିଛି । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନେଇ ବିଜେଡି ଦାବି କରିଛି । କେନ୍ଦ୍ର ସରକାର ଉପରେ ଚାପ ପଡିବାରୁ ଏ ନିଷ୍ପତ୍ତି ନିଆଯାଇଛି । ଜାତି ଗଣନା ହେଉ,  କିନ୍ତୁ ନିର୍ବାଚନୀ ଷ୍ଟଣ୍ଟ ନହେଉ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking