ଭୁବନେଶ୍ୱର: ବିଜେଡି ନେତାଙ୍କ ବୈଠକ ଭିତରେ ଦେବାଶିଷ ବଡ ବିସ୍ଫୋରଣ ବୟାନ ଦେଇଛନ୍ତି । ନୂଆ ନେତାଙ୍କୁ ଟାର୍ଗେଟ କରିଛନ୍ତି ଦେବାଶିଷ ସାମନ୍ତରାୟ । ପଦପଦବୀରେ ଅଛନ୍ତି, ଦଳର ଇତିହାସ ଜାଣିନାହାନ୍ତି । ନା ନବୀନ ବାବୁ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି ।