27.1 C
Bhubaneswar
Saturday, December 6, 2025
Homeଓଡିଶାଦେବାଶିଷଙ୍କ ନାଁ ଆବଶ୍ୟକ ନାହିଁ: ସୁବାସ ସିଂ

ଦେବାଶିଷଙ୍କ ନାଁ ଆବଶ୍ୟକ ନାହିଁ: ସୁବାସ ସିଂ

ଭୁବନେଶ୍ୱର: ବିଜେଡି ନିମନ୍ତ୍ରଣ ପତ୍ରରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ । ବନ୍ଧୁମିଳନ ନିମନ୍ତ୍ରଣ ପତ୍ରରେ ସାଂସଦ ଦେବାଳିଷଙ୍କ ନାଁ ନଥିବାକୁ ନେଇ କଟକ ମେୟର ସୁବାସ ସିଂ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଯେ ସବୁ ନେତାଙ୍କ ନାଁ ନିମନ୍ତ୍ରଣ ପତ୍ରରେ ରହିବାର ଆବଶ୍ୟକତା ନାହିଁ । ଅତିଥି ଭାବେ ଦେବାଶିଷ ବାବୁ ଯୋଗ ଦେବେ ବୋଲି ନିମନ୍ତ୍ରଣ ପତ୍ରରେ ନାଁ ନାହିଁ । ଆହୁରି ଅନେକ ନେତା ଅଛନ୍ତି, ଯାହାଙ୍କ ନାଁ ନିମନ୍ତ୍ରଣ ପତ୍ରରେ ନାହିଁ । ଅତୀତରେ ଦୀର୍ଘ ବର୍ଷ ଦେବାଶିଷ ବାବୁ ସଂଗଠନର ମୁଖ୍ୟ ରହିଛନ୍ତି । ପ୍ରଥମ ଥର ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମ ହେଉଥିବାରୁ ଆମେ ଖୁସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking