25.1 C
Bhubaneswar
Saturday, February 7, 2026
Homeଓଡିଶାବିଜେଡି ବନ୍ଧୁ ମିଳନକୁ ଆସିଲେନି ଦେବାଶିଷ

ବିଜେଡି ବନ୍ଧୁ ମିଳନକୁ ଆସିଲେନି ଦେବାଶିଷ

କଟକ: ବିଜେଡି ବନ୍ଧୁମିଳନକୁ ଆସିଲେନି ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡି ପକ୍ଷରୁ ଆୟୋଜିତ ଦଶହରା ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆସିଲେନି । କାର୍ଯ୍ୟକ୍ରମରେ ଦେବାଶିଷ ଓ ତାଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କୁ ଡକାଯାଇଥିଲା , କାହିଁକି ଆସିଲେନି ଜାଣିନି କହିଲେ କଟକ ମେୟର । ସମସ୍ତେ ଏକାଠି ଅଛୁ । ବିଜେଡି ସଂଗଠିତ ଅଛି କହିଛନ୍ତି କଟକ ମେୟର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking