16.1 C
Bhubaneswar
Friday, December 12, 2025
Homeଓଡିଶାଜୟଦେବ ଜେନାଙ୍କୁ  ହତ୍ୟା ଧମକ

ଜୟଦେବ ଜେନାଙ୍କୁ  ହତ୍ୟା ଧମକ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଛି । ୫୦ ଲକ୍ଷ ଟଙ୍କା ମଦେଲେ ଜୀବନ ପ୍ରତି ବିପଦ ଥିବା  କହିଲେ । ଯଦି ଟଙ୍କା ନାହିଁ ୫୦ ହଜାର ଟଙ୍କା ପଠାନ୍ତୁ କହିଲେ ଜୟଦେବ । ମୁଁ ଏନେଇ କ୍ୟାପିଟାଲ ଥାନାରେ ଅନଲାଇନରେ ଏତଲା କରିଛି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଇ- ମେଲ ଜରିଆରେ ଅଭିଯୋଗ କରିଛି । କ୍ୟାପିଟାଲ ଥାନା ପୋଲିସ ଏନେଇ ତଦନ୍ତ କରୁଛି  କହିଛନ୍ତି ଜୟଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking