22.1 C
Bhubaneswar
Wednesday, January 21, 2026
Homeଓଡିଶାଯୁବ କଂଗ୍ରେସ ନେତାଙ୍କ ମୃତ୍ୟୁ

ଯୁବ କଂଗ୍ରେସ ନେତାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ । ଭଗବତୀ ପ୍ଲଟ୍ ଘରୁ ରାଜେଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ସୋନପୁର ଭଗବତୀ ପ୍ଲଟ ବାସିନ୍ଦା ତଥା ଜିଲ୍ଲା କଂଗ୍ରେସ କମିଟି କୋଷାଧକ୍ଷ ରାଜେଶ ମିଶ୍ର ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ପିସ୍ତଲରୁ ମୁଣ୍ଟକୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking