17.1 C
Bhubaneswar
Friday, February 13, 2026
Homeଓଡିଶାଦନ୍ତାହାତୀର ମୃତ୍ୟୁ

ଦନ୍ତାହାତୀର ମୃତ୍ୟୁ

ଟାଙ୍ଗୀ : ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଦମଣ ଭୂମି ଭଣ୍ଡାରୀ ଝର ନିକଟରେ ଦନ୍ତାହାତୀର ମୃତ୍ୟୁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ ଏହି ଜାଗାରେ ଗତ ଜୁଲାଇ ମାସରେ ଏକ ଦନ୍ତା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା। ଗତ କିଛି ବର୍ଷ ହେଲା ଚନ୍ଦକା ଜଙ୍ଗଲ ଛାଡି ଟାଙ୍ଗୀ ରେଞ୍ଜରେ ଡେରା ପକାଇଛନ୍ତି ହାତୀପଲ।  ପୂର୍ବରୁ ଏହି ହାତୀପଲରେ ହାତୀ ସଂଖ୍ୟା ୨୩ ଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୫ରେ ସୀମିତ ରହିଛି।  ହାତୀଙ୍କ ଗତିଵିଧି ଉପରେ ନଜର ରଖାଯାଇଛି। ହାତୀ ମୃତ୍ୟୁକୁ ନେଇ ବନବିଭାଗର ଦାୟିତ୍ବବୋଧ ଉପରେ ପ୍ରଶ୍ନ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking