13.1 C
Bhubaneswar
Sunday, December 7, 2025
Homeଓଡିଶାଓଏସଏପି ଯବାନଙ୍କ ମୃତ୍ୟୁ

ଓଏସଏପି ଯବାନଙ୍କ ମୃତ୍ୟୁ

ପାଟଣାଗଡ:  ତୃତୀୟ ବାଟାଲିୟନରେ କାର୍ଯ୍ୟରତ  ଓଏସପି ଯବାନଙ୍କ ମୃତ୍ୟୁ  ହୋଇଛି । ନୂଆଖାଇ ପାଇଁ ଘରକୁ ଆସିଥିବା ବେଳେ ହଠାତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବେଲପଡା ଥାନା ମୁଣ୍ଡାଗାଁରେ ମୃତ ଯବାନଙ୍କ ଘର । ସେ ଟିବି ରୋଗରେ  ଆକ୍ରାନ୍ସ ଥିବା ପତ୍ନୀ ଥାନାରେ ଜଣାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking