19.1 C
Bhubaneswar
Friday, December 12, 2025
Homeଓଡିଶାକିଟ ନେପାଳୀ ଛାତ୍ରୀ ମୃତ୍ୟୁ: ଏନଏଚଆରସିଙ୍କ ଜବାବ ତଲବ

କିଟ ନେପାଳୀ ଛାତ୍ରୀ ମୃତ୍ୟୁ: ଏନଏଚଆରସିଙ୍କ ଜବାବ ତଲବ

ଭୁବନେଶ୍ୱର: କିଟ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଏନଏଚଆରସିଙ୍କ ଜବାବ ତଲବ । ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର  କମିଶନଙ୍କ ଜବାବ ତଲବ । ଦୁଇ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଫେବୃଆରୀ ୧୬ରେ ନେପାଳୀ ଛାତ୍ରୀଙ୍କର  ମୃତ୍ୟୁକୁ ନେଇ ଉପୁଜିଥିଲା  ବିବାଦ । ନଭେମ୍ବର ୧୧ରେ ଏହି ଚିଠି ଜାରି ହୋଇଛି । ନେପାଳୀ ଛାତ୍ରୀ ମୃତ୍ୟୁ ପରେ ନେପାଳୀ ଛାତ୍ର ଛାତ୍ରୀ ପ୍ରତିବାଦ ବିକ୍ଷୋଭ ଦେଇଥିଲେ । ପରୀକ୍ଷା ଚାଲୁଥିବା ସତ୍ତ୍ୱେ ସେମାନଙ୍କୁ କ୍ୟାମ୍ପସ ଛାଡିବାକୁ କୁହାଯାଉଥିଲା । ଏନେଇ ମଧ୍ୟ ଏନଏଚଆରସି ଉଦବେଗ ପ୍ରକାଶ କରିଥିଲେ । ତେବେ ଏହାରି ଉପରେ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି କେତେ ଦୂର ତତ୍ପର ଦେଖାଇଛନ୍ତି ସେନେଇ ୧୫ ଦିନ ଭିତରେ ରିପୋର୍ଟ ଦେବା ପାଇଁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking