27.1 C
Bhubaneswar
Monday, December 8, 2025
Homeଓଡିଶାଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ

କଟକ: ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  କଟକ ଏସସସିବିରେ  ଚିକିତ୍ସା ଅବହେଳାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚିକିତ୍ସା ଅବହେଳାରୁ ବିଚାରଧୀନ ବନ୍ଦୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବିଚାରଧୀନ ବନ୍ଦୀ ହରିୟାଣାର ବ୍ରହ୍ମପୁର ଜେଲରେ ଥିଲେ ।  ହଠାତ ଅସୁସ୍ଥ  ହେବାରୁ ଏମକେସସିଜି  ପରେ ଏଇମ୍ସ ଆସିଥିଲେ । ଏଇମ୍ସ ପରେ ଏସସିବିରେ  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking