27.1 C
Bhubaneswar
Monday, January 12, 2026
Homeଓଡିଶାସାପ କାମୁଡ଼ା ଇଞ୍ଜେକସନ ନ ମିଳିବାରୁ ମୃତ୍ୟୁ

ସାପ କାମୁଡ଼ା ଇଞ୍ଜେକସନ ନ ମିଳିବାରୁ ମୃତ୍ୟୁ

ଖୋର୍ଦ୍ଧା: ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବଡପାରୀରେ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ସେ ଟାଙ୍ଗି ସିଏଚସିକୁ ଆସିଥିଲେ । ଗୁରୁତର ଥିବାବେଳେ ସାପ କାମୁଡ଼ା ଇଞ୍ଜେକସନ ନ ମିଳିବା ଅଭିଯୋଗ ହୋଇଛି । ସାପ କାମୁଡ଼ା ଇଞ୍ଜେକସନ ନ ମିଳିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking