25.1 C
Bhubaneswar
Monday, January 12, 2026
Homeଓଡିଶାମାର୍ଚ୍ଚ ଯାଏଁ ଇସ୍କନକୁ ଡେଡ଼ଲାଇନ: ଗଜପତି ମହାରାଜା

ମାର୍ଚ୍ଚ ଯାଏଁ ଇସ୍କନକୁ ଡେଡ଼ଲାଇନ: ଗଜପତି ମହାରାଜା

ପୁରୀ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କର କଡା ଆଭିମୁଖ୍ୟ। ବାରମ୍ବାର ନିୟମ ଉଲଂଘନ କରୁଛି ଇସ୍କନ । ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲଂଘନ। ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ ନୁହେଁ । ବନ୍ଦ ନ କଲେ ଆଇନ ଗତ ବିକଳ୍ପ ନେଇ ବିଚାର କରାଯିବ । ଅନ୍ୟ ଧର୍ମରେ ହୋଇଥିଲେ ଏହାକୁ ସହ୍ୟ କରିନଥାନ୍ତେ। ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡିବ ଏବଂ ଏହା ପରେ ମାର୍ଚ୍ଚରେ ଇସ୍କନ ପରିଚାଳନା କମିଟି ବୈଠକ ବସିବ। ବୈଠକରେ ଯଦି ମାନିଯିବେ ଭଲ କଥା ବୋଲି ଗଜପତି ମହାରାଜା କହିଥିବାବେଳେ ବହୁତ ହେଇଗଲା, ଆଉ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking