25.1 C
Bhubaneswar
Saturday, March 21, 2026
Homeଓଡିଶାଭେଣ୍ଡିଂ ଜୋନ୍‌ରୁ ମୃତଦେହ ଉଦ୍ଧାର

ଭେଣ୍ଡିଂ ଜୋନ୍‌ରୁ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ: କ୍ୟାବିନ୍‌ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଭେଣ୍ଡିଂ ଜୋନ୍ କ୍ୟାବିନରୁ ଗଳିତ ମୃତଦେହ ଉଦ୍ଧାର କରିଛି। ଗଣେଶ ପୂଜା ଦିନ ମହିଳା ଜଣକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ୮ ବର୍ଷର ପୁଅକୁ ତାଲା ମାରି କେଉଁଆଡ଼େ ପଳାଇଥିବା ଅଭିଯୋଗ ହୋଇଥିଲା। ଯେଉଁ ବ୍ୟବସାୟୀଙ୍କ ନାଁରେ କ୍ୟାବିନ୍ ଅଛି, ସେ ଫେରାର ଥିବା ସୂଚନା ମିଳିଛିତେବେ କିଏ ଏବଂ କାହିଁକି ହତ୍ୟା କଲା ସେନେଇ ତଦନ୍ତ କରୁଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking