ବରଗଡ: ଭେଡେନ ବ୍ଲକ ପପାଙ୍ଗା ପାହାଡ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର କନ୍ଧମାଳ ଜିଲ୍ଲା ସିଲିକିଟ ଗାଁରେ । ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଲିଯାଇଛି ।