18.1 C
Bhubaneswar
Saturday, December 6, 2025
Homeଓଡିଶାଆମ୍ବଝର ଗାଁରେ ଦନ୍ତା ହାତୀର ମୃତଦେହ ଠାବ

ଆମ୍ବଝର ଗାଁରେ ଦନ୍ତା ହାତୀର ମୃତଦେହ ଠାବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡିହାରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । କୁଲଡିହା ରେଞ୍ଜ ତେଣ୍ଡା  ବିଟ  ଆମ୍ବଝର ଗାଁରେ   ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି ।  ହାତୀକୁ କେହି ଶିକାର  କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କୁଲଡିହା ରେଞ୍ଜରଙ୍କ ସମେତ ବନ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।  ଆଜି ସକାଳେ  ସ୍ଥାନୀୟ ଗ୍ରାମବାସୀ  ବିଲକୁ ଯାଉଥିବା ସମୟରେ  ହାତୀଟି ପଡିଥିବାର ଦେଖି  ବନ ବିଭାଗକୁ ଅବଗତ  କରିଥିଲେ ।  କିଛି ଦିନ ହେବ ତିନୋଟି ହାତୀ କୁଲଡିହା  ଅଞ୍ଚଳରେ  ପଇଁତରା ମାରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking