36.1 C
Bhubaneswar
Wednesday, March 4, 2026
Homeଓଡିଶାଗଛରେ ଝୁଲନ୍ତା ମୃତଦେହ

ଗଛରେ ଝୁଲନ୍ତା ମୃତଦେହ

ଗଞ୍ଜାମ : ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ । ବାରିପଦର  ଭୁଟୁକି ନାଳ ଗଛରେ ଝୁଲିଛି  ମୃତଦେହ । ତେବେ ଯୁବକଙ୍କୁ କିଏ ହତ୍ୟା କରିଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକେ ପୋଲିସ ଖବର ଦେବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking