18.1 C
Bhubaneswar
Friday, February 13, 2026
Homeଓଡିଶାମନ୍ଦିର ଭିତରେ ମୃତଦେହ: ପରିଚୟ ଅସ୍ପଷ୍ଟ

ମନ୍ଦିର ଭିତରେ ମୃତଦେହ: ପରିଚୟ ଅସ୍ପଷ୍ଟ

କୋରାପୁଟ:  ମନ୍ଦିର ଭିତରେ ପଡି ରହିଛି ଗଳିତ ମୃତଦେହ । ନାରାୟଣ ପାଟଣା ସହର ମାଉସୀ ମା’ମନ୍ଦିରରେ  ମୃତଦେହ  ଉଦ୍ଧାର ହୋଇଛି ।  ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସ୍ଥାନୀୟ ମନ୍ଦିରରେ ଚାପା ଉତ୍ତତ୍ତେନା ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ  ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking