27.1 C
Bhubaneswar
Saturday, December 6, 2025
Homeଓଡିଶାଓୟୋ ପଛରୁ ମୃତଦେହ ମିଳିବା ଘଟଣା: ପାଟି ତୁଣ୍ଡ ପରେ ଜୀବନ ହାରିଲେ ଯୁବକ

ଓୟୋ ପଛରୁ ମୃତଦେହ ମିଳିବା ଘଟଣା: ପାଟି ତୁଣ୍ଡ ପରେ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ଓୟୋ ଛାତରୁ ଡେଇଁ ଯୁବକ ମୃତ । ୩ ମହିଳାଙ୍କ ସହ ପାଟି ତୁଣ୍ଡ ପରେ ଡେଇଁ ପଡିଲେ ଯୁବକ । ୩ ମହିଳାଙ୍କୁ ନେଇ ଏକ ଡ୍ୟାନ୍ସ ଗ୍ରୁପ ଚଳାଇଥିଲେ । ଏକ କାର୍ଯ୍ୟକ୍ରମରେ ସାମିଲ ପାଇଁ ବିହାର ଯାଇଥିଲା ଡାନ୍ସ ଗ୍ରୁପ । ବିହାରରୁ ଫେରିବା ବେଳେ ପାଟି ତୁଣ୍ଡ ହୋଇଥିଲା । ତା ପରେ ଏଭଳି ଘଟଣା ଘଟିଥିବା ନେଇ ସୂଚନା ରହିଛି । ତେବେ ଜଣେ ମହିଳା ଜଣଙ୍କ ଯୁବକଙ୍କୁ ଆତ୍ମହତ୍ୟା କରିବା ପାଇଁ ପବର୍ତ୍ତେଇ ଥିବା ନେଇ ସୂଚନା । ପୋଲିସ ଏକ ମାମଲା ରୁଜୁ କରିଛି । ସୂଚନା ଅନୁଯାଇ , ଯୁବକ ଜଣଙ୍କ ନୟାଗଡ଼ ଅଞ୍ଚଳର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking