24.1 C
Bhubaneswar
Thursday, October 24, 2024
Homeଅପରାଧଜଙ୍ଗଲ ଭିତରେ ପ୍ରେମୀ ଯୁଗଳଙ୍କ ମୃତଦେହ: ହତ୍ୟା ସନ୍ଦେହ

ଜଙ୍ଗଲ ଭିତରେ ପ୍ରେମୀ ଯୁଗଳଙ୍କ ମୃତଦେହ: ହତ୍ୟା ସନ୍ଦେହ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଆଠଗାଁ-ତୁଷୁରା ରାସ୍ତାରେ ଅଭାବନୀୟ ଘଟଣା ଘଟିଛି। ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଦୁଇ ଜଣ ଯୁବକ ଯୁବତୀ ଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି।

ସୂଚନା ମୂତାବକ ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଉପରଝର ଘାଟିରୁ ତଣ୍ଡାମୁଣ୍ଡା ଯିବା ରାସ୍ତା ର ବୁଲାଣି ନିକଟରେ ଥିବା ଏକ ବୁଦା ଭିତରେ ପ୍ରେମୀ ଯୁଗଳଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୁଲିସକୁ ଖବର ଦେଇଥିଲେ । କିଏ ଏହି ଦୁଇ ପ୍ରେମୀ ଯୁଗଳ ଙ୍କୁ ହତ୍ୟା କରି ଜଙ୍ଗଲ ରେ ଫିଙ୍ଗିଦେଇଛି ନା ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ୍ ଅଧିକ ଛାନଭିନ୍ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking