22.1 C
Bhubaneswar
Thursday, February 12, 2026
Homeଓଡିଶା୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ; ଜଣେ ଶିକାରୀ ଗିରଫ

୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ; ଜଣେ ଶିକାରୀ ଗିରଫ

ଟାଙ୍ଗୀ : ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ । ଚିଲିକାରେ ପୁଣି ପକ୍ଷୀ ଶିକାର। ଭୁଷଣ୍ଡପୁର ନିକଟରୁ ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ହୋଇଛି। ଏହି ୧୮ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ସହ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିଧାରପୁର ସାହିର ଭାଗିରଥୀ ସ୍ବାଇଁ ନାମକ ଜଣେ ଶିକାରୀ ଭୁଷଣ୍ଡପୁର ନିକଟରେ ବିଦେଶୀ ପକ୍ଷୀର ଶିକାର କରୁଥିବା ବେଳେ ତାଙ୍କୁ ଟାଙ୍ଗୀ ବନ୍ୟପ୍ରାଣୀର କର୍ମଚାରୀମାନେ ମାଡ଼ିବସିଥିଲା। ବନ୍ୟପ୍ରାଣୀ ବିଭାଗ ଅଭିଯୁକ୍ତଙ୍କୁ ଆଣି ପଚରାଉଚରା କରୁଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking