କେନ୍ଦୁଝର : ଖୁବଶୀଘ୍ର ଧରଣୀଧର ମେଡିକାଲ କଲେଜ ହେବ ପୂର୍ଣ୍ଣ କାର୍ଯ୍ୟକ୍ଷମ । କେନ୍ଦୁଝର ଗସ୍ତରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ମେଡିକାଲ କଲେଜ ଓଡିଶାର ୧ ନଂ ହେବ । ୧ ନଂ ମେଡିକାଲ କଲେଜ ପାଇଁ ସବୁ ପଦକ୍ଷେପ ନିଆଯିବ ।