18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଡିସିଏମ- ଅଟୋ ଧକ୍କାରେ ୧୦ ମୃତ

ଡିସିଏମ- ଅଟୋ ଧକ୍କାରେ ୧୦ ମୃତ

ବ୍ୟୁରୋ : ଉତ୍ତର ପ୍ରଦେଶରେ  ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ବିଲଗ୍ରାମ ଥାନାର  ରୋଶନପୁର ଗ୍ରାମ ନିକଟରେ  ଏକ ଡିସିଏମ  ଓ ଅଟୋ ଧକ୍କା  ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ୧୦ ଜଣଙ୍କର  ମୃତ୍ୟୁ ହୋଇଛି । ଖବର ପାଇ  ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଆହତମାନଙ୍କୁ ଉଦ୍ଧାର କରି ଚିକିସ୍ଛା ପାଇଁ ହସ୍ପିଟାଲକୁ ପଠାଇଛି । ଡିସିଏମଟି ଦ୍ରୁତ ଗତିରେ ଆସି  ଅଟୋକୁ ଧକ୍କା ଦେଇଥିଲା । ଯାହା ଫଳରେ ଲୋକେ ଛିଟକି ହୋଇ ବାହାରେ ପଡିଥିଲେ ।  ମୃତକଙ୍କ ମଧ୍ୟରେ  ମହିାଳାଙ୍କ ସମେତ ଶିଶୁ ଥିବା ଜଣାପଡିଛି ।  ପୁଲିସ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking