30.1 C
Bhubaneswar
Tuesday, June 3, 2025
Homeଓଡିଶାତଣ୍ଟି ଚିପି ଶାଶୁକୁ ମାରିଲା ବୋହୂ

ତଣ୍ଟି ଚିପି ଶାଶୁକୁ ମାରିଲା ବୋହୂ

ସମ୍ବଲପୁର: ତଣ୍ଟି ଚିପି ଶାଶୁକୁ ମାରିଲା ବୋହୂ । ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ସମ୍ବଲପୁର ଜିଲ୍ଲା ରେଢାଖୋଲ ଖାନା କୁଟାସିଂହ ଗାଁରେ ଘଟିଛି । ପାରିବାରିକ କଳହକୁ  ନେଇ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଏନେଇ ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking