କୋରାପୁଟ: ଥାନା ଅଧିକାରୀଙ୍କ ନାଁରେ ଲାଞ୍ଚ ଅଭିଯୋଗ । ମାଡି ବସିଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରୀ ସୁକମା ହାଁସଦା । ଅଭିଯୋଗ ଅନୁସାରେ ମାମଲାରେ ରଫାଦଫା କରିବା ପାଇଁ ଥାନା ଅଧିକାରୀ ସୁକମା ମାଗିଥିଲେ ୨୦ ହଜାର । ଟିମଙ୍କ କହିବା ମୁତାବକ , ୨୦ ହଜାର ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଟିମ ଧରିଛି । ଦଶବନ୍ତପୁର ଥାନାରେ ଭିଜିଲାନ୍ସ ଟିମ ଖୋଳତାଡ କରୁଛି ।










