25.1 C
Bhubaneswar
Saturday, February 7, 2026
Homeଓଡିଶାଭିଜିଲାନ୍ସ ଜାଲରେ ଦାରିଙ୍ଗିବାଡ଼ି ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ଦାରିଙ୍ଗିବାଡ଼ି ନିର୍ବାହୀ ଅଧିକାରୀ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗିବାଡ଼ି ନିର୍ବାହୀ ଅଧିକାରୀ । ୫୪ ଲକ୍ଷରୁ  ଅଧିକ ସରକାରୀ  ଅର୍ଥ ହଡପ  କରିବା ଅଭିଯୋଗରେ ଅକୃର ମାଝୀଙ୍କୁ    ମାଡି ବସିଲା ଭିଜିଲାନ୍ସ ।   ତିନି ମାସ ପୂର୍ୱରୁ  ଅକୃରଙ୍କ  ବିରୋଧରେ  ଅଭିଯୋଗ ହୋଇଥିଲା ।  ଏହା ପରେ ଭିଜିଲାନ୍ସ  ତଦନ୍ତ ଆରମ୍ଭ କରିଥିବା   ବେଳେ ଅକ୍ରୁର ଫେରାର  ଥିଲେ ।  ଫୁଲବାଣୀ ଭିଜିଲାନ୍ସ   ଡିସିପି  ହେମନ୍ତ କୁମାର  ମହାନ୍ତି ଏକ ଟିମ ଗଠନ କରି  ତାଙ୍କୁ  ଦାରିଙ୍ଗିବାଡି  ବୁଲୁଥିବା ବେଳେ ମାଡି ବସିଥିଲେ । ସେ କ୍ୟାସ୍ ବୁକ୍‌ରେ ବିଭିନ୍ନ କାର୍ଯ୍ୟର ସମ୍ପାଦନକୁ ମିଛରେ ଦର୍ଶାଇଥିଲେ ଏବଂ କରାଯାଇଥିବା କାର୍ଯ୍ୟ ପାଇଁ ମୋଟ ପରିମାଣର ଦେୟ ଦେଖାଇଥିଲେ, ଯାହା ରାଜ୍ୟ ରାଜକୋଷକୁ ବହୁତ କ୍ଷତି ପହଞ୍ଚାଇଥିଲା। ତାଙ୍କୁ ଗିରଫ କରାଯାଇ ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟକୁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking