24.1 C
Bhubaneswar
Wednesday, January 21, 2026
Homeଓଡିଶାଚାଷୀକୁ କଚାଡି ମାରିଲା ଦନ୍ତା

ଚାଷୀକୁ କଚାଡି ମାରିଲା ଦନ୍ତା

ରାଉରକେଲା: ଘରେ ଗଛିତ ଧାନକୁ ରକ୍ଷା କରିବାକୁ ଯାଇ ଦନ୍ତା ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ନୂଆଗାଁ ବାରିଲେପଟାର ବବଲୁ ସିଂ (୪୨)। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗତ ୧୫ ଦିନ ଧରି ଦନ୍ତା ହାତୀ ତିନି ପଂଚାୟତରେ ଉତ୍ପାତ ଖେଳାଇଛି। ଆଜି ବାରିଲେପଟାରେ ବବଲୁଙ୍କ ଘରକୁ ଧାନ ଖାଇବାକୁ ପଶିଥିଲା। ବବଲୁ ଓ ପଡୋଶୀ ହାତୀକୁ ଘଡାଉ ଥିଲା ବେଳେ ବବଲୁ ପଡ଼ିଯାଇଥିଲା। ହାତୀ ବବଲୁ ଘଟଣାସ୍ଥଳରେ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପୋଲିସ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking