28.1 C
Bhubaneswar
Tuesday, January 20, 2026
Homeଓଡିଶାଡାନିଙ୍କ ‘କାଗଜ ବାଘ’ ନିଶାନା

ଡାନିଙ୍କ ‘କାଗଜ ବାଘ’ ନିଶାନା

ଯାଜପୁର: ଯାଜପୁର ନେତାଙ୍କ ବୈଠକ ପରେ ପ୍ରୀତିରଞ୍ଜନ ଘଡାଇଙ୍କ ବିସ୍ଫୋରଣ । ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ଯେ ଯାଜପୁରରେ ବଡ ନେତା ଜନତା, ଉପଯୁକ୍ତ ଦାୟିତ୍ୱ ନେବା ସମୟ ଆସିଛି । ନୂଆ ନେତୃତ୍ୱ ଚାହୁଁଛନ୍ତି ଜନତା, ନଚେତ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡିବ । ଗଣତନ୍ତ୍ରରେ ଜନସାଧାରଣ ଆମ ମାଲିକ, ଭୋଟର ଆମ ଭଗବାନ । ଭୋଟରଙ୍କୁ ସମ୍ମାନ ଦେଇ ତାଙ୍କ ଆଶା ନେଇ କାମ କରିବାକୁ ପଡିବ । ଯେଉଁମାନେ ନିଜକୁ ବାଘ କହୁଥିଲେ, ସେମାନେ ଭୋଟରଙ୍କ ପାଖରେ କାଗଜ ବାଘ । ଡାନି କାହାକୁ ‘କାଗଜ ବାଘ’ ବୋଲି ଅଙ୍ଗିତ କରୁଛନ୍ତି, ତାକୁ ନେଇ ଚର୍ଚ୍ଚା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking