28.1 C
Bhubaneswar
Wednesday, April 9, 2025
Homeଓଡିଶାଦଣ୍ଡନାଚ କମିଟି ସଦସ୍ୟକୁ ଛୁରି ଭୁସି ହତ୍ୟା

ଦଣ୍ଡନାଚ କମିଟି ସଦସ୍ୟକୁ ଛୁରି ଭୁସି ହତ୍ୟା

ବ୍ରହ୍ମପୁର: ଦଣ୍ଡନାଚ ବେଳେ କମିଟି ସଦସ୍ୟକୁ ଛୁରି ଭୁସି ହତ୍ୟା । ବଡ ବଜାର ଥାନା ଜେନା ସାହୁରେ ଦଣ୍ଡନାଚ ବେଳେ ହତ୍ୟା । କମିଟି ମୁଖିଆ ନିଜ ପୁଅ ସହ ମିଶି ହତ୍ୟା କରିଥିବା ଅଭିଯୋଗ । ବଚସାକୁ ନେଇ ହତ୍ୟା, ଅଭିଯୁକ୍ତ ବାପାପୁଅକୁ ଅଟକ ରଖିଲା ପୋଲିସ । ମୃତକ ଓ ଅଭିଯୁକ୍ତ ହିଞ୍ଜିଲିକାଟୁ ବ୍ଲକ ବେଳଗାଁ ଅଞ୍ଚଳର । ବଡ ବଜାର ଥାନା ଅଞ୍ଚଳକୁ ଦଣ୍ଡନାଚ ପାଇଁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking