14.1 C
Bhubaneswar
Saturday, December 6, 2025
Homeଓଡିଶାବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା'

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋନ୍ଥା । କାକିନାଡା ଠାରୁ ୬୨୦ କିମି ଦୂରରେ ରହିଛି ମୋନ୍ଥା । ଗୋପାଳପୁର ୭୯୦ କିମି ଦୂରରେ କେନ୍ଦ୍ରୀଭୂତ  ହୋଇ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି ମୋନ୍ଥା । ଆସନ୍ତା ୧୨ ଘଣ୍ଟା ପଶ୍ଚିମ- ଉତ୍ତରପଶ୍ଚିମକୁ ଗତି କରିବ । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା ।  କାଲି ସଂଧ୍ୟା କିମ୍ବା ରାତିରେ  ଲ୍ୟାଣ୍ଡଫଲ କରିବ ମୋନ୍ଥା । ମଛଲିପଟମ ଓ କଳିଙ୍ଗପଟନମ  ମଝି କାକିନାଡା ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ବହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking