19.1 C
Bhubaneswar
Wednesday, January 1, 2025
Homeଓଡିଶାଆସୁଛି ବାତ୍ୟା : ଓଡିଶାକୁ ପ୍ରଭାବ ନାହିଁ  

ଆସୁଛି ବାତ୍ୟା : ଓଡିଶାକୁ ପ୍ରଭାବ ନାହିଁ  

ଭୁବନେଶ୍ୱର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶାକୁ ନାହିଁ । ଓଡିଶା ଉପରେ ସିଷ୍ଟମର କୌଣସି ପ୍ରଭାବ ପଡିବ ନାହିଁ । ଏନେଇ ଆଞ୍ଚଳିକ  ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା ରହିଛି ।  ଆସନ୍ତା ୨୬ରୁ ପାଗରେ ପରିବର୍ତ୍ତନ ଦେଖାଯିବ । ୨୬ରୁ ୨୮ ଟ୍ରପ ଲାଇନ ପ୍ରଭାବରେ ହାଲୁକା ବର୍ଷା ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking